Share to:

 

ଏ. ଶ୍ରୀକର ପ୍ରସାଦ

ଶ୍ରୀକର ପ୍ରସାଦ
ଜନ୍ମ
ଅକ୍କିନେନି ଶ୍ରୀକର ପ୍ରସାଦ
ବୃତ୍ତିଭାରତୀୟ କଥାଚିତ୍ର ସଂପାଦକ
ସକ୍ରିୟ ବର୍ଷ୧୯୮୩- ଏପର୍ଯ୍ୟନ୍ତ
ୱେବସାଇଟwww.sreekarprasad.com

ଏ ଶ୍ରୀକର ପ୍ରସାଦ ଜଣେ ଜାତୀୟ ପୁରସ୍କର ପ୍ରାପ୍ତ କଥାଚିତ୍ର ସଂପାଦକ ।[] ସେ ହିନ୍ଦୀ, ମଲାୟଲମ, ତାମିଲ, ତେଲୁଗୁ, ଇଂରାଜୀ, କନ୍ନଡ଼, ନେପାଳୀ, ପଞ୍ଜାବୀଓଡ଼ିଆ କଥାଚିତ୍ର ସଂପାଦନା କରନ୍ତି । ସେ ୩୫ ବର୍ଷରେ ୬୦୦ରୁ ଅଧିକ କଥାଚିତ୍ରର ସମ୍ପାଦନା କରିଛନ୍ତି ।[] ସେ ଅନେକ ଫିଲ୍ମ ଫେୟାର ପୁରସ୍କାର ସହିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି ।

ଏକାଧିକ ଭାରତୀୟ ଭାଷାର ଚଳଚ୍ଚିତ୍ରରେ କାମ କରିଥିବାରୁ ୨୦୧୩ ମସିହାରେ ସେ ଲିମ୍‌କା ବୁକ୍ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନିତ ହୋଇଥିଲେ ।[][] ସେ ସର୍ବାଧିକ ଭାଷାରେ ସମ୍ପାଦନା କରି ଏହି ରେକର୍ଡ଼ କରିଛନ୍ତି । ସେ ୧୭ଟି ଭାଷାର କଥାଚିତ୍ରରେ ସମ୍ପାଦକ ଭାବରେ କାମ କରିଛନ୍ତି ।[]

ଓଡ଼ିଆ କଥାଚିତ୍ର ତାଲିକା

ଆଧାର

  1. "57th National Film Awards" (PDF). International Film Festival of India. Archived from the original (PDF) on 29 July 2011. Retrieved 4 August 2012.
  2. Sundar, Anusha (2022-04-06). "Sreekar Prasad Interview: Editor on Cutting 'RRR', His First Collaboration with SS Rajamouli, His Process & More". Silverscreen India (in ଆମେରିକୀୟ ଇଂରାଜୀ). Retrieved 2022-09-02.
  3. "Southern stars in Limca Book of Records". The Times of India. 11 April 2013. Archived from the original on 26 December 2013. Retrieved 25 December 2013.
  4. "Southern stars in Limca Book of Records". The Times of India. 11 April 2013. Archived from the original on 26 December 2013. Retrieved 25 December 2013.
  5. "Film editor Sreekar Prasad enters the Limca Book of Records". The New Indian Express. 28 February 2020. Retrieved 2021-02-25.

ଅଧିକ ତଥ୍ୟ

Index: pl ar de en es fr it arz nl ja pt ceb sv uk vi war zh ru af ast az bg zh-min-nan bn be ca cs cy da et el eo eu fa gl ko hi hr id he ka la lv lt hu mk ms min no nn ce uz kk ro simple sk sl sr sh fi ta tt th tg azb tr ur zh-yue hy my ace als am an hyw ban bjn map-bms ba be-tarask bcl bpy bar bs br cv nv eml hif fo fy ga gd gu hak ha hsb io ig ilo ia ie os is jv kn ht ku ckb ky mrj lb lij li lmo mai mg ml zh-classical mr xmf mzn cdo mn nap new ne frr oc mhr or as pa pnb ps pms nds crh qu sa sah sco sq scn si sd szl su sw tl shn te bug vec vo wa wuu yi yo diq bat-smg zu lad kbd ang smn ab roa-rup frp arc gn av ay bh bi bo bxr cbk-zam co za dag ary se pdc dv dsb myv ext fur gv gag inh ki glk gan guw xal haw rw kbp pam csb kw km kv koi kg gom ks gcr lo lbe ltg lez nia ln jbo lg mt mi tw mwl mdf mnw nqo fj nah na nds-nl nrm nov om pi pag pap pfl pcd krc kaa ksh rm rue sm sat sc trv stq nso sn cu so srn kab roa-tara tet tpi to chr tum tk tyv udm ug vep fiu-vro vls wo xh zea ty ak bm ch ny ee ff got iu ik kl mad cr pih ami pwn pnt dz rmy rn sg st tn ss ti din chy ts kcg ve 
Prefix: a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9 
Kembali kehalaman sebelumnya